ଆଇପ୍ୟାଡ୍ରେ ବେଶ୍ ମଜାରେ ଗେମ୍ ଖେଳୁଛି ବିଲେଇ, ଟିକେ ଘୁଞ୍ଚିଗଲେ ପୁଣି ଟାଣି ଆଣୁଛି ପାଖକୁ; ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ପ୍ରାୟତଃ ଜୀବଜନ୍ତୁଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଆମକୁ କେତେକ କଥା ଶିକ୍ଷା ଦିଏ ତ ଆଉ କିଛି ମଜାଳିଆ ହୋଇଥାଏ, ଯାହା ହସର ଖୋରାକ୍ ଯୋଗାଏ। ଏବେ ଫେସ୍ବୁକ, ଇନ୍ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ୍ରେ ଜୀବଜନ୍ତୁଙ୍କ ନାଁରେ ହିଁ ଆଇଡି ଖୋଲି…