Browsing Tag

chilika dolphin

ଆସିଲା ଚିଲିକା ସର୍ଭେ ରିପୋର୍ଟ: ଘେରି ଭାଙ୍ଗିବା ଯୋଗୁଁ ନୂଆ ଅଞ୍ଚଳରେ ଡଲଫିନ ଦେଖିବାକୁ ମିଳିଛନ୍ତି

ଟାଙ୍ଗୀ(କେନ୍ୟୁଜ୍):  ଆସିଲା ଚିଲିକା ସର୍ଭେ ରିପୋର୍ଟ। ଇରାୱାଡି ଡଲଫିନ ସଂଖ୍ୟା ୧୫୫ରୁ ୧୬୫ ରହିଛି। ସର୍ଭେ ସମୟରେ ୧୫୬ଟି ଡଲଫିନ୍‌ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ଅନେକ ନୂଆ ଅଂଚଳରେ ଡଲଫିନ ଦେଖିବାକୁ ମିଳିଛି। ଘେରି ଭାଙ୍ଗିବା ଯୋଗୁଁ ନୂଆ ଅଞ୍ଚଳରେ ଡଲଫିନ ଦେଖିବାକୁ ମିଳିଥିବା…

ଆଜି ଚିଲିକାରେ ଚାଲିଛି ଡ଼ଲଫିନ ଗଣନା କାର୍ଯ୍ୟ, ସାମିଲ ଅଛନ୍ତି ୮ଟି ଟିମ

ଟାଙ୍ଗୀ,ବ୍ରହ୍ମଗିରି(କେନ୍ୟୁଜ୍): ଆଜି ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଇରାୱାଡି ଡ଼ଲପିଂନ ଗଣନା ଆରମ୍ଭ ହୋଇଛି । ଚିଲିକାର ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ରେ ୧୦ ଟିମ  ଏବଂ  ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିଓଜିତ ହୋଇଛନ୍ତି । ପ୍ରତ୍ୟେକଟି  ଟିମରେ ୫ ଜଣ…