Browsing Tag

china vaccine

ଚୀନ୍‌ ସରକାର କହିଲେ, ନଭେମ୍ବର ସୁଦ୍ଧା ବଜାରରେ ମିଳିବ ଚାଇନା କୋଭିଡ୍‌ ଭ୍ୟାକ୍‌ସିନ୍‌

ବେଜିଂ : ଚୀନ୍‌ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରୋନା ଭାଇରସ୍‌ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତା ନଭେମ୍ବର ମାସ ସୁଦ୍ଧା ଏହି ଭ୍ୟାକ୍‌ସିନ୍‌ ବଜାରରେ ଉପଲବ୍ଧ ହେବ ବୋଲି ଚୀନ୍‌ ସରକାରଙ୍କ ପକ୍ଷରୁ ସେଠାକାର ଏକ ଟେଲିଭିଜନରେ ପ୍ରକାଶ କରାଯାଇଛି ।  ଭ୍ୟାକ୍‌ସିନ୍‌ର…