Browsing Tag

chinese president

ଯୁଦ୍ଧ ପାଇଁ ଡାକରା ଦେଲା ଚୀନ, ଟାର୍ଗେଟରେ ଆମେରିକା ଓ ଭାରତ

ଗୋଟେ ପଟେ ଆମେରିକା ଓ ଭାରତ ତରଫରୁ ଚୀନ ବିରୋଧୀ ସ୍ୱର ତୀବ୍ର ହେବାକୁ ଲାଗିଥିବା ବେଳେ ଅନ୍ୟ ପଟେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସେଣ୍ଟ୍ରାଲ କମିଶନ ଦ୍ୱାରା ଆୟୋଜିତ ହୋଇଥିବା ଏକ ବୈଠକରେ ରାଷ୍ଟ୍ରପତି ସି. ଜିନପିଙ୍ଗ…

ଚୀନ ରାଷ୍ଟ୍ରପତିଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ରୁଜ୍ଜୁ ହେଲା ମାମଲା, କରୋନା ଭାଇରସ ନେଇ ଆସିଲା ଏପରି ଆରୋପ

କରୋନା କାୟାରେ ଏବେ ପୂରା ବିଶ୍ୱ | ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ଧୀରେ ଧୀରେ ଅନ୍ୟ ଦେଶ ଗୁଡିକୁ ବି ନିଜ କବଳକୁ ନେଇ ସାରିଲାଣି । ଏମିତିକି ଆମ ଦେଶ ଭାରତରେ ବି ଏହି ସଂଖ୍ୟା ପାଖାପାଖି ୧୧୦ ଛୁଇଁଲାଣି । ଆଜି ଭିତରେ ଏହି କାରଣରୁ ୩ ଜଣଙ୍କ ଜୀବନ ବି ଗଲାଣି । କିନ୍ତୁ ଏହି…