Below header
Browsing Tag

Chitfund case

ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲା, ୬ ଜଣଙ୍କୁ ଇଡି ନୋଟିସ

ଭୁବନେଶ୍ୱର (କେନ୍ୟୁଜ): ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲାରେ ୬ ଜଣଙ୍କୁ ଇଡି ନୋଟିସ । ଆସନ୍ତା ସପ୍ତାହରେ ଦସ୍ତାବିଜ୍ ସହ ED ଅଫିସ ରେ ହାଜର ହେବାକୁ କୁହାଯାଇଛି । ଗତ ୭ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଭୁବନେଶ୍ୱର, ବ୍ରହ୍ମପୁର ଛତ୍ରପୁର ସମେତ ଆଠଟି ସ୍ଥାନରେ ରେଡ କରିଥିଲା…

ଆଜି ସୁପ୍ରିମକୋର୍ଟରେ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ ଚିଟଫଣ୍ଡ ଘୋଟଲାର ଶୁଣାଣି

(କେନ୍ୟୁଜ): ଆଜି ସୁପ୍ରିମକୋର୍ଟରେ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ ଚିଟଫଣ୍ଡ ଘୋଟଲାର ଶୁଣାଣି। ସମୟ ଅଭାବରୁ ଗତ ସୋମବାର ଦିନ ଏହି ମାମଲାର ଶୁଣାଣି ହୋଇ ପାରି ନଥିଲା। ଆଜିର ଶୁଣାଣି ପୂର୍ବରୁ ଗତକାଲି ସନ୍ଧ୍ୟାରେ ଆମିକସ କ୍ୟୁରୀ ଗୌରବ ଅଗ୍ରୱାଲ ୧୧ ପୃଷ୍ଠାର ସଂକ୍ଷିପ୍ତ ନୋଟ ଦାଖଲ କରିଛନ୍ତି।…