ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
ଭୁବନେଶ୍ୱର(କେନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ରେଜଲ୍ଟ ବାହାରିବ । CHSE କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବ ବୋଲି ସୂଚନା ଦିଆଯାଇଛି ।
ଚଳିତବର୍ଷ କଳାରେ ୨ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଧନ୍ଦାମୂଳକ…