Below header
Browsing Tag

civil service main exam

ଆଜିଠୁ ସିଭିଲ ସର୍ଭିସ ମେନ୍‌ ପରୀକ୍ଷା, ରାଜ୍ୟରେ ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୪ହଜାର ୭୫୪…

ଭୁବନେଶ୍ବର(କେନ୍ଯୁଜ୍): ଆରମ୍ଭ ହୋଇଛି ଓଡ଼ିଶା ପ୍ରଶାସନିକ ସେବା ୨୦୨୦ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା। ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ୨ଟି ସିଟିଂରେ…