Below header
Browsing Tag

claping

ଦିଲ୍ଲୀରୁ ଦୂର, ଟିଭିରେ ପୁଅକୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖୁଥିବା ଜଣେ ଭାବୁକ ଏବଂ ଆନନ୍ଦିତ ମା’

ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଭରତର ପ୍ରଧାନ ମନ୍ତ୍ରୀ ହେବା ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଶପଥ ପାଠ କରିଛନ୍ତି ।ଏହାର ସିଧା ପ୍ରସରଣ ଟିଭିରେ ଚାଲୁଥିବା ସମୟରେ ମୋଦିଙ୍କ ମା ହୀରା ବେନ୍ ତାଙ୍କ ପୁଅଙ୍କୁ ଶପଥ ପାଠ ବେଳେ ଟିଭିରେ ଲାଇଭ ଟେଲିକାଷ୍ଟ ଦେଖି ଖୁସିରେ ତାଳି ମାରିଥିଲେ । ମା…

ବୈଜ୍ଞାନିକଙ୍କ ଦ୍ବାରା ପ୍ରମାଣିତ ,ତାଳି ବଜାଇଲେ ଦୂର ହୁଏ ଅନେକ ରୋଗ

ଭାରତୀୟ ଧାର୍ମିକ ପରମ୍ପରାରେ ଭଜନ ବା ଆରତି ସମୟରେ ତାଳି ବଜାଇବା ଆଦି ପ୍ରଥା ରହିଆସିଛି। ତାଳି ବଜାଇବା ଦ୍ବାରା ମନୁଷ୍ୟର ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ତେବେ ଏହା ଉପରେ ଏବେ ମୋହର ଲଗାଇଛି ଆଧୁନିକ ବୈଜ୍ଞାନିକ। ତାଳି ବଜାଇବା ଦ୍ବାରା ଖାଲି ଯେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ…