ଦିଲ୍ଲୀରୁ ଦୂର, ଟିଭିରେ ପୁଅକୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖୁଥିବା ଜଣେ ଭାବୁକ ଏବଂ ଆନନ୍ଦିତ ମା’

ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଭରତର ପ୍ରଧାନ ମନ୍ତ୍ରୀ ହେବା ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଶପଥ ପାଠ କରିଛନ୍ତି ।ଏହାର ସିଧା ପ୍ରସରଣ ଟିଭିରେ ଚାଲୁଥିବା ସମୟରେ ମୋଦିଙ୍କ ମା ହୀରା ବେନ୍ ତାଙ୍କ ପୁଅଙ୍କୁ ଶପଥ ପାଠ ବେଳେ ଟିଭିରେ ଲାଇଭ ଟେଲିକାଷ୍ଟ ଦେଖି ଖୁସିରେ ତାଳି ମାରିଥିଲେ । ମା ହୀରା ବେନ୍ ଟିଭି ଆଗରେ ମୋଦିଙ୍କ ସମ୍ପୂର୍ଣ୍ଣ ଶପଥ ପାଠକୁ ବସି ଦେଖିଥିଲେ । ଯାହାର ଫଟୋ ଏବେ ଭାଇରାଲ୍ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.