Below header
Browsing Tag

cng shorteg

ସିଏନ୍‌ଜି ଅଟୋ କରି ଆମେ ବଡ଼ ଦହଗଞ୍ଜ ହେଉଛୁ, ଗ୍ୟାସ ପାଇଁ ଲମ୍ବା ଲାଇନ୍‌ ଲଗାଇ ଏମିତି କହିଲେ ଅଟୋ ଡ୍ରାଇଭର

ଭୁବନେଶ୍ୱର : ରାସ୍ତାରେ ଗଡ଼ିବ ସିଏନଜି ଗାଡ଼ି ପେଟ୍ରୋଲ ଡିଜେଲ ଠାରୁ କମ୍ ଦାମରେ ମିଳିବ ସିଏନଜି ଗ୍ଯାସ୍ । ଏସବୁ ଆମେ ନୁହେଁ ଖୋଦ୍ ସରକାର କହିଥିଲେ। ହେଲେ ସିଏନଜି ଭରିବା ପାଇଁ ପର୍ଯ୍ୟାପ୍ତ ଷ୍ଟେସନ୍ ନାହିଁ। ଯେଉଁଥିପାଇଁ ସୋମବାର ସକାଳ ୯ଟାରେ ରାଜଧାନୀ ଭୁବନେଶ୍ୱର ନୂଆଗାଁ ଲିଙ୍ଗରାଜ…