ଶାନ୍ତିରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ଛାତ୍ରଛାତ୍ରୀ, ପାଠାଗାର ପାଇଁ ହୋଇପାରୁଛି ସମ୍ଭବ
ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାରେ ଏକଦା ଶିକ୍ଷାକୁ ଗୁରୁତ୍ତ୍ୱ ଦିଆଯାଉ ନଥିଲା । ହେଲେ ଜିଲ୍ଲାପାଳଙ୍କ ଚେଷ୍ଟାରେ ଆଜି ଝାରସୁଗୁଡା ଜିଲ୍ଲା ଧୀରେଧୀରେ ଶିକ୍ଷାରେ ମଧ୍ୟ ଅଭିବୃଦ୍ଧି କରିବ ଏଥିରେ ସନ୍ଦେହ ନାହିଁ । ଏଥିପାଇଁ ଜିଲ୍ଲା ପାଠାଗାର ଏକ ମହତ୍ତ୍ବପୂର୍ଣ ଭୂମିକା ଗ୍ରହଣ କରିଛି ।…