Below header
Browsing Tag

colorful curly flower

ଇଣ୍ଟରନେଟରୁ ମିଳିଲା ଆଇଡିଆ, ଏବେ ଓଡିଶାରେ ଫଳାଇଛନ୍ତି ରଙ୍ଗବେରଙ୍ଗର ଫୁଲକୋବି

ବଣାଇ (କେନ୍ୟୁଜ) : ରଙ୍ଗ ବେରଙ୍ଗର କୋବି । ଶୀତୁଆ ସକାଳରେ କ୍ଷେତରେ ଖେଳୁଛି ସବୁଜ, ହଳଦିଆ, ଗୋଲାପୀ ରଙ୍ଗର କୋବି । ଇଣ୍ଟରନେଟରୁ କୋବି ଚାଷର ଫର୍ମୁଲା ପାଇ ନିଜ କ୍ଷେତରେ ଏହାକୁ ପ୍ରୟୋଗ କରିଛନ୍ତି ବଣାଇ ଉପଖଣ୍ଡ ତଳିତା ଗାଁର ଯୁବଚାଷୀ ଉତ୍ତମ ସାହୁ । ଆଉ ବଜାରରେ ଏହି କୋବିର ଚାହିଦା ଭଲ…