Below header

ଇଣ୍ଟରନେଟରୁ ମିଳିଲା ଆଇଡିଆ, ଏବେ ଓଡିଶାରେ ଫଳାଇଛନ୍ତି ରଙ୍ଗବେରଙ୍ଗର ଫୁଲକୋବି

ବଣାଇ (କେନ୍ୟୁଜ) : ରଙ୍ଗ ବେରଙ୍ଗର କୋବି । ଶୀତୁଆ ସକାଳରେ କ୍ଷେତରେ ଖେଳୁଛି ସବୁଜ, ହଳଦିଆ, ଗୋଲାପୀ ରଙ୍ଗର କୋବି । ଇଣ୍ଟରନେଟରୁ କୋବି ଚାଷର ଫର୍ମୁଲା ପାଇ ନିଜ କ୍ଷେତରେ ଏହାକୁ ପ୍ରୟୋଗ କରିଛନ୍ତି ବଣାଇ ଉପଖଣ୍ଡ ତଳିତା ଗାଁର ଯୁବଚାଷୀ ଉତ୍ତମ ସାହୁ । ଆଉ ବଜାରରେ ଏହି କୋବିର ଚାହିଦା ଭଲ ଥିବାରୁ ଭଲ ରୋଜଗାର ମଧ୍ୟ ହେଉଛି ।

kobii ଗାଁର ଉତ୍ତମ ସାହୁ କୃଷି ବିଭାଗର ଜଣେ କର୍ମଚାରୀ । ଚଳିତ ବର୍ଷ ନିଜ ବାଡିରେ ୭ ହଜାରରୁ ଉର୍ଦ୍ଧ୍ଵ ବିଭିନ୍ନ କିସମର କୋବି ଚାଷ କରିଛନ୍ତି । ଭୂବନେଶ୍ଵର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ କୋବି ମଞ୍ଜି ସଂଗ୍ରହ କରି ଚାଷ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.