Below header
Browsing Tag

Commercial LPG Cylinder Rates Decreases

ଅଗଷ୍ଟ ମାସର ପ୍ରଥମ ଦିନରୁ ମିଳିଲା ଖୁସିଖବର, ୧୦୦ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍‌

ଖୁସି ଖବର । ଅଗଷ୍ଟ ଆରମ୍ଭ ହେବା ମାତ୍ରେ ଘରୋଇ ଗ୍ୟାସ ଏବଂ କର୍ମସିଆଲ ଗ୍ୟାସ୍‌ ଦାମ୍‌ ଅପଡେଟ୍‌ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ ହୋଇଛି । କର୍ମସିଆଲ ଏଲପିଜି ସିଲିଣ୍ଡ ଦାମ୍‌ ୧୦୦ ଟଙ୍କା କମିଛି । ଏହି ପରିବର୍ତ୍ତନ ଯୋଗୁଁ ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର…

ନୂଆବର୍ଷରେ ଗ୍ରାହକଙ୍କୁ ଉପହାର ଦେଲା ଇଣ୍ଡିଆନ ଅଏଲ୍‌ ! ୧୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ନୂଆ ଉପହାର। ଆଜିଠାରୁ ଶସ୍ତା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର। ୧୦୦ ଟଙ୍କା ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌। କିନ୍ତୁ ଏହି ଦାମ୍‌ ଘରୋଇ ଏଲପିଜି ସିଲିଣ୍ଡର ଦାମରେ ଆସିନାହିଁ। କର୍ମସିଆଲ ସିଲିଣ୍ଡର ଦାମ୍‌ କମିବା ଯୋଗୁଁ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ…