Below header
Browsing Tag

common mobile charger

ଚାର୍ଜର କିଣିବା ସମୟରେ ଏହି ଚିହ୍ନ ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ

ଫୋନ୍ ଚାର୍ଜରେ ଲାଗିଥିବା ସମୟରେ ଫୋନରେ କଥା ହେଲେ କରେଣ୍ଟ ମାରିବାର ଆପଣ ନିଶ୍ଚିତ ଭାବରେ ଅନେକ ଥର ଶୁଣିଥିବେ । ଏହା ଖରାପ ଚାର୍ଜର ଯୋଗୁଁ ହୋଇଥାଏ । ଅନେକ ଥର, ଯଦି ଚାର୍ଜର ନଷ୍ଟ ହେବ ତାହେଲେ ଫୋନର ଚାର୍ଜିଂ ପଏଣ୍ଟ ମଧ୍ୟ ଶୀଘ୍ର ନଷ୍ଟ ହୋଇଯାଏ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବଜାରରୁ…

ଏବେ ଗୋଟିଏ ଚାର୍ଜରରେ ଚାର୍ଜ ହେବ ସବୁ କମ୍ପାନୀର ସ୍ମାର୍ଟଫୋନ, ୟୁରୋପୀୟ ୟୁନିୟନ କଲା ଅପିଲ

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଭିନ୍ନ ଭିନ୍ନ ମୋବାଇଲ ପାଇଁ ଭିନ୍ନ ଭିନ୍ନ ଚାର୍ଜରକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । କାରଣ ଆଗକୁ ପ୍ରାୟ ସମସ୍ତ ସ୍ମାର୍ଟଫୋନ କମ୍ପାନୀ ଏକାଭଳି ଚାର୍ଜର ଆଣିବା ପାଇଁ ଯୋଜନା କରୁଛନ୍ତି…