ମତଦାନ ଚାଲିଥିବା ବଳେ ଇଭିଏମ୍‌ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ, ଫେରାର ଥିଲେ ହେଲେ ଗୋଡାଇ ଗୋଡାଇ ଧରିଲା ପୋଲିସ୍‌

ମତଦାନ ଚାଲିଥିବା ବଳେ ବୁଥ ଭିତରେ ପଶିଥିଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । । ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତରେ ଭୋଟିଂ ବେଳେ ଭଙ୍ଗାରୁଜା କରିଥିଲେ ପ୍ରଶାନ୍ତ । ତେବେ ଏସବୁ କରିବା ପରେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ୍‌ ।

ଖୋର୍ଦ୍ଧା (କେନ୍ୟୁଜ୍‌) : ବୁଥରେ ପଶି ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା । ଇଭିଏମ୍‌ ଭାଙ୍ଗି ଫେରାର ହୋଇଯାଇଥିଲେ ପ୍ରଶାନ୍ତ । ମତଦାନ ଚାଲିଥିବା ବଳେ ବୁଥ ଭିତରେ ପଶିଥିଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । । ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତରେ ଭୋଟିଂ ବେଳେ ଭଙ୍ଗାରୁଜା କରିଥିଲେ ପ୍ରଶାନ୍ତ । ରାଜସୁନାଖଳା କାଉଁରିଆପାଟଣା ୧୪୪ ନଂ ବୁଥରେ ଭାଙ୍ଗିଲେ EVM । ପୋଲିଂ ଅଫିସରଙ୍କୁ ବି ଆକ୍ରମଣ କରିଛନ୍ତି । ତେବେ ଏସବୁ କରିବା ପରେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ୍‌ ।

Leave A Reply

Your email address will not be published.