ରାଜସ୍ଥାନ: HCL ଖଣିରେ ଲିଫ୍ଟ ଦୁର୍ଘଟଣା, ଫସି ରହିଥିବା ସମସ୍ତ ୧୪ ଜଣ ଅଧିକାରୀ ସୁରକ୍ଷିତ ଉଦ୍ଧାର; ୩ ଗୁରୁତର
ରାଜସ୍ଥାନର ଝୁନ୍ଝୁନୁରେ ମଙ୍ଗଳବାର ରାତିରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ଖେତଡ଼ି ଅଞ୍ଚଳରେ ଥିବା ହିନ୍ଦୁସ୍ତାନ କପର୍ ଲିମିଟେଡ୍ (HCL)ର କୋଲିହାନ ଖଣିରେ ହଠାତ୍ ଲିଫ୍ଟଟି ଭାଙ୍ଗି ପଡ଼ିଥିଲା । ଫଳରେ କୋଲକାତାରୁ ଆସିଥିବା ଭିଜିଲାନ୍ସ ଟିମ୍ ସମେତ ୧୪ ଜଣ ଅଧିକାରୀ ଏହା ଭିତରେ ଫସିଯାଇଥିଲେ । ବର୍ତ୍ତମାନ ଆଶ୍ୱସ୍ତିକର ଖବର ରହିଛି ଯେ ଭିତରେ ଫସି ରହିଥିବା ସମସ୍ତ ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ନିଆଯାଇଛି ।…
Read More...