Browsing Tag

conflict air strike

ଭେନେଜୁଏଲା କାରାକାସରେ ମିସାଇଲ ଆଟାକ୍, ଅନେକ ସ୍ଥାନରେ ବିସ୍ଫୋରଣ

ଭେନେଜୁଏଲା : ଭେନେଜୁଏଲାର ରାଜଧାନୀ କାରାକାସରେ ଭୟଙ୍କର ବିସ୍ଫୋରଣ । ସହରର ରଣନୈତିକ ଠିକଣା ଉପରେ ଏୟାର ଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣ ପଛରେ ଆମେରିକାର ହାତ ଥିବା ଆଶଙ୍କା କରାଯାଉଛି । ତେବେ ଏନେଇ କୌଣସି ଅଫିସିଆଲ ବୟାନ ଆସିନାହିଁ । ତେବେ ବିସ୍ଫୋରଣ ପରେ ଅନେକ ବିଲିଡିଂରେ କରେଣ୍ଟ…

ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ, ୨୦ ମୃତ

ୟେମେନ: ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ ।  ସାଉଦିଆରବର ଆକ୍ରମଣରେ ୨୦ ମୃତ ।  ଦୁଇ ଦେଶ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା ।  ୟେମେନରେସାଉଦି ଆରବ ନେତୃତ୍ୱାଧୀନ ମିଳିତ ବାହିନୀ ପକ୍ଷରୁ ବଡ଼ ଧରଣର ବିମାନ ଆକ୍ରମଣ କରାଯାଇଛି ।  ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ବିଦ୍ରୋହୀ ସୈନ୍ୟ ପ୍ରାଣ…

ଭାରତ ଗସ୍ତରେ ତାଲିବାନ ମନ୍ତ୍ରୀ, ସେପଟେ କାବୁଲ ଉପରେ ଏୟାରଷ୍ଟ୍ରାଇକ୍

ଆଫଗାନିସ୍ତାନ : ଆଫଗାନିସ୍ତାନର ରାଜଧାନୀ କାବୁଲ ସହିତ ୩ଟି ସହର ଉପରେ ଏୟାରଷ୍ଟ୍ରାଇକ୍ । ତାଲିବାନର ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତ କରିଥିବା ବେଳେ ପାକିସ୍ତାନ କାବୁଲ ଉପରେ ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ, ଅବଦୁଲ୍ ହକ୍ ଛକ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି…

ୟେମେନରେ ଆମେରିକାର ଏୟାର ଷ୍ଟ୍ରାଇକ, ୩୮ ମୃତ, ୧୦୨ ଆହତ

ୟେମେନରେ ଆମେରିକାର ଏୟାର ଷ୍ଟ୍ରାଇକ । ଆମେରିକା ୟେମେନର ରାସ ଇସା ତୈଳ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଅତି କମରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆହତ ହୋଇଥିବା ଖବର ମିଳିଛି । ଆମେରିକା ସେନାର କେନ୍ଦ୍ରୀୟ କମାଣ୍ଡ ମଧ୍ୟ ଏହି ଆକ୍ରମଣଗୁଡ଼ିକୁ…

ପୁଣି ଥରିଲା ସୁଦାନ: ଖାର୍ତୂମ୍‌ରେ ବିମାନ ଆକ୍ରମଣ ଯୋଗୁ ୨୨ ନିହତ, ଅନେକ ଆହତ

ନୂଆଦିଲ୍ଲୀ : କିଛି ଦିନର ନିରବତା ପରେ ପୁଣି ଥରିଲା ସୁଦାନ । ଏୟାର ଷ୍ଟ୍ରାଇକ୍‌ରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଓ ସରକାରୀ ଅଧିକାରୀମାନେ କହିଛନ୍ତି। ସୁଦାନ ଆର୍ମୀ ଓ ଅର୍ଦ୍ଧ ସାମରିକ ବାହିନୀଙ୍କ ସଂଘର୍ଷ ଭିତରେ ଏୟାର ଷ୍ଟ୍ରାଇକ୍‌…