Browsing Tag

congress calls odisha bandh

ଅଟକିବନି ଅଖ ଚକ: କଂଗ୍ରେସ ପକ୍ଷରୁ ଚାଲିଛି ଶାନ୍ତିପୂର୍ଣ୍ଣ ହରତାଳ, ଜୋର ଜବରଦସ୍ତି ଦୋକାନ ବନ୍ଦ କରିପାରିବେ ନାହିଁ…

ଭୁବନେଶ୍ବର(କେନ୍ଯୁଜ୍): ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ। ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ପାଳନ କରାଯାଉଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ ଘଣ୍ଟିଆ ହରତାଳ କରାଯିବ। ଅତ୍ୟାବଶ୍ୟକ ସେବା ଜାରି ରହିବ। ଅଟକିବନି ଅଖ ଚକ ।…

ଆସନ୍ତାକାଲି କଂଗ୍ରେସର ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି କଂଗ୍ରେସର ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ରେଳ ଚଳାଚଳ ସହ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା । ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ । ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି ଦଳର…

ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ। ସକାଳ ୭ରୁ ଦିନ ୧ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ତୈଳଦର ବୃଦ୍ଧି, କୋଟିଆ ଓ ମହାନଦୀ ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବନ୍ଦ କରାଯିବ। ଏହା ସହ ମାହାଙ୍ଗାରେ ରାଜନୈତିକ ହତ୍ୟାକାଣ୍ଡକୁ ମଧ୍ୟ ପ୍ରସଙ୍ଗ କରିଛି ରାଜ୍ୟ…