Browsing Tag

congress odisha bandh

କଟକ ଲିଙ୍କ୍‌ ରୋଡ ମଧୁପାଟଣା ଛକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପିକେଟିଂ, ପଥଚାରୀଙ୍କୁ ବଣ୍ଟାଗଲା ଚକୋଲେଟ

କଟକ(କେନ୍ଯୁଜ୍): କଂଗ୍ରେସର ଶାନ୍ତିପୂର୍ଣ୍ଣ ପ୍ରତିବାଦବେଳେ ପଥଚାରୀଙ୍କୁ ଚକୋଲେଟ। କଟକ ଲିଙ୍କ୍‌ ରୋଡ ମଧୁପାଟଣା ଛକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପିକେଟିଂ କରାଯାଉଛି। ଟକୋଲେଟ ଦେଇ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି କଂଗ୍ରେସ କର୍ମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ…