୧୨୦୦ ଟଙ୍କାରୁ ବି କମ ମୂଲ୍ୟରେ ଲଞ୍ଚ ହେଲା Coolpadର ଦମଦାର Earbuds, ଜାଣି ରଖନ୍ତୁ କଣ ସବୁ ରହିଛି ସ୍ପେଶାଲ ଫିଚର୍ସ
ଭାରତୀୟ ବଜାରରେ ଏବେ କମ ଦାମରେ ଉନ୍ନତ ଧରଣର ଇୟର ବଡ଼ସ ଲଞ୍ଚ କରାଯାଉଥିବା ଦେଖାଯାଇଛି । ଏଭିତରେ ଚାଇନିଜ କମ୍ପାନୀ Coolpad, ୧୧୯୯ ଟଙ୍କାରେ ନିଜ ପ୍ରଥମ Earbuds Coolpad Cool Bass ଲଞ୍ଚ କରିଛି । ଏଥିରେ ଅନ୍ୟାନ ସ୍ପେସଫିକେସନ ଥିବା ସହ ଡିଜିଟାଲ ଡିଷ୍ପ୍ଲେ ସୁବିଧା ବି ରହିଛି ।…