Browsing Tag

corona and basudebpur

କରୋନାର ବାସୁଦେବପୁର ଲିଙ୍କ, ତିନିଟି ଜିଲ୍ଲାରେ ତିନିଟି ଗାଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେ ଓଡ଼ିଶାର ୧୪ଟି ଜିଲ୍ଲାକୁ କରୋନା ତାର କାୟା ମେଲାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୨୫ରେ । ତେବେ କିଛି କଥାକୁ ଯଦି ଲକ୍ଷ୍ୟ କରିବା ତାହାଲେ ଜଣାପଡ଼ିବ ଯେ ଓଡ଼ିଶା କରୋନାରେ କେତେକ କଥା ଭିତରେ କିଛି ତାଳମେଳ ରହିଛି । ସଂଯୋଗ ବି ରହିଛି । ଯେମିତି କି…