ରାଜ୍ୟବାସୀଙ୍କ ହିତ ପାଇଁ ଆଗେଇ ଆସିଲା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ), ୫୦୦ ବେଡ୍ର କରୋନା…
କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ) ପ୍ରସ୍ତୁତ କରିବ କୋଭିଡ୍-୧୯ ହସ୍ପିଟାଲ । ୫୦୦ ବେଡ୍ର କରୋନା ହସ୍ପିଟାଲ ପ୍ରସ୍ତୁତ ହେବ । ୪୫୦ଟି ବେଡ୍ ଏବଂ ୫୦ଟି ଭେଣ୍ଟିଲେଟର୍ ରହିବ । ଆଜି ରାଜ୍ୟ ସରକାରଙ୍କ ସହ କିମ୍ସ୍ ଏନେଇ…