Below header
Browsing Tag

corona in china

ଚୀନରେ କରୋନା ସ୍ଥିତି ଜଟିଳ, ଶୁକ୍ରବାର ସାଂଘାଇରେ ସର୍ବାଧିକ ମାମଲା ଚିହ୍ନଟ

ଚୀନରେ କରୋନାର ଚତୁର୍ଥ ଲହର ଖୁବ ହଇଚଇ ସୃଷ୍ଟି କରିଛି ।  ଆଉ ଏବେ ଭୟାବହ ସ୍ଥିତି ସାଂଘାଇରେ ସୃଷ୍ଟି ହୋଇଛି ।  ଭରପୁର ମାତ୍ରାରେ କଟକଣା ଜାରି କରାଯିବା ସହ ଦୀର୍ଘ ଦିନ ଯାଏଁ ଲକଡାଉନ ଜାରି ହୋଇଥିଲେ ମଧ୍ୟ ଦେଶରେ କରୋନା ମାମଲା ଥମିବାକୁ ନାମ ନେଉନି ।  ଶୁକ୍ରବାର ସାଂଘାଇରେ ସର୍ବାଧିକ…

ଚୀନ୍‌ରେ ଖୁସି ହେବାର ସମୟ ଆସି ନାହିଁ, ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରମଣ କଲା କରୋନା

ବେଜିଂ : ଗତକାଲି ଆମେ ସୂଚନା ପାଇଥିଲେ ଯେ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ବୁହାନ୍‌ ସହରରେ ଆଉ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏମିତିକି ଏହାକୁ ନେଇ ସେଠାରେ ସମସ୍ତେ ସେଲିବ୍ରେଟ୍‌ କରିଥିଲେ । ତେବେ ଆଜି ମଙ୍ଗଳବାର ଦିନ ଦେଶରେ ୭୮ ଜଣ ନୂଆ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା…

ମୁସଲମାନଙ୍କ ଅଙ୍ଗ ବାହାର କରି କରୋନା ପୀଡ଼ିତଙ୍କ ଚିକିତ୍ସା କରୁଛି ଚୀନ୍‌!

ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଚୀନ୍‌ରେ କରୋନା ସଂକ୍ରମଣକୁ ପ୍ରାୟତଃ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଏବେ ଚୀନ୍‌ର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି। ଏକ ରିପୋର୍ଟ ମୁତାବକ ଚୀନ୍‌ ସରକାର କ୍ୟାମ୍ପରେ ବନ୍ଦ ଥିବା ଉଇଗୁର ମୁସ୍‌ଲିମ୍‌ଙ୍କ ଅଙ୍ଗ ବାହାର କରି…