Below header
Browsing Tag

corona koraput

କୋରାପୁଟ: ପ୍ରବାସରୁ ଫେରିବା ବେଳେ ରାସ୍ତାରେ ଚାଲିଗଲା ସ୍ବାମୀର ଜୀବନ, କୋଭିଡ୍‌ରେ ମୃତ୍ୟୁ ହୋଇଥିବା ସନ୍ଦେହ

ଜୟପୁର(କେନ୍ୟୁଜ୍):  ସ୍ୱାମୀ ସ୍ତ୍ରୀ ପ୍ରବାସରୁ ଫେରିବା ବେଳେ ସ୍ୱାମୀଙ୍କ ମୃତ୍ୟୁ। ଅସହାୟ ହୋଇ ମୃତ ଦେହ ନିକଟରେ ଝୁରିଝୁରି କାନ୍ଦୁଛନ୍ତି ପତ୍ନୀ। ଜୟପୁର ବୋରିଗୁମ୍ମା ନିକଟ ୬୩ ନମ୍ବର ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ନାଁ ଶ୍ୟାମ ଭୋଇ। ଘର ନୂଆପଡ଼ା…

ଉପକୂଳ ଓ ପଶ୍ଚିମ ଓଡ଼ିଶା ପରେ କରୋନା ପହଞ୍ଚିଛି ଦକ୍ଷିଣ ଓଡ଼ିଶାରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ କରୋନା ଏବେ ଡେଇଁଛି କୋରାପୁଟ ଜିଲ୍ଲାକୁ । ଉପକୂଳ ଓ ପଶ୍ଚିମ ଓଡ଼ିଶା ପରେ ପହଞ୍ଚିଛି ଦକ୍ଷିଣ ଓଡ଼ିଶାରେ । ବର୍ତ୍ତମାନ ରାଜ୍ୟର ୧୧ଟି ଜିଲ୍ଲାକୁ କରୋନା ଆକ୍ରାନ୍ତ କରିଛି । ଅବଶ୍ୟ ଏହି ଆକ୍ରାନ୍ତ ବ୍ୟକ୍ତି ଜଣକ କୋରାପୁଟରେ କାହାଠାରୁ ସଂକ୍ରମିତ ହୋଇ…