Below header
Browsing Tag

corona recovery rate

ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର: ୫ ଦିନରେ ଭଲ ହେଲେଣି ୪ହଜାର ୪୫ ସଂକ୍ରମିତ

ଭୁବନେଶ୍ୱର: ଭୁବନେଶ୍ୱରବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର । ୫ ଦିନରେ ୫ହଜାର ୩୮୫ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ହଜାର ୪୫ । ରବିବାର ସହରରୁ ୧୦୪୮ ଆକ୍ରାନ୍ତ ଥିବାବେଳେ ୯୦୬ଜଣ ସୁସ୍ଥ ହୋଇଛନ୍ତି। ଶନିବାର ୧୦୩୪…

କରୋନା ସୁସ୍ଥତା ହାରରେ ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ଦୀର୍ଘ ୬ମାସ ହେଲା କରୋନା କାୟାରେ ସାରା ବିଶ୍ବ କବଳିତ । ଏହି ପରିପେକ୍ଷୀରେ ଗତକାଲି ସୁଦ୍ଧା ଓଡ଼ିଶାରେ କରୋନା ସୁସ୍ଥତା ହାର ରହିଛି ୮୧ ଦଶମିକ ୬୭ ପ୍ରତିଶତ। ଯଦି ପ୍ରତିଦିନର ସୁସ୍ଥତା ହାର ଉପରେ ନଜର ପକାଇବା, ତେବେ ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ରହିଛି। ୯୭.୩ ପ୍ରତିଶତ…