Below header
Browsing Tag

corona yodha positive

କରୋନାରେ ଲଢି ମୃତ୍ୟୁବରଣ କରିଥିବା ନବରଙ୍ଗପୁରର ବରିଷ୍ଠ ସାମ୍ବାଦିକ ତାରିଣୀଚନ୍ଦ୍ର ପାଢୀଙ୍କୁ ସହାୟତା ରାଶି ପ୍ରଦାନ…

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଲଢି ମୃତ୍ୟୁବରଣ କରିଥିବା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ୧୫ ଲକ୍ଷ ଟଙ୍କାର ସହାୟତା ରାଶି । ନବରଙ୍ଗପୁରର ବରିଷ୍ଠ ସାମ୍ବାଦିକ ତାରିଣୀଚନ୍ଦ୍ର ପାଢୀ ବାଲେଶ୍ୱର ଜିଲ୍ଲାରେ ଏକ…

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ୍ କଲା ପ୍ରଶାସନ

କେନ୍ଦୁଝର: କେନ୍ଦୁଝରରେ ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ୍ କରାଯାଇଛି। ଗତକାଲି ଜଣେ ପୁରୁଷ ନର୍ସ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ସହିତ ସଂପୃକ୍ତ…