Browsing Tag

coronavirus odisha cases

ଆଜି ଭୁବନେଶ୍ବରରୁ ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ୱରରେ ଆଉ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୫୫୭ରେ ପହଁଚିଛି ।…

ରାଜ୍ଯରେ ଅର୍ଦ୍ଧଶତକ ପାର୍ କଲା କରୋନା ମୃତ୍ୟୁ ସଂଖ୍ଯା, ପୁଣି ନେଲା ୪ ମୁଣ୍ଡ

ଭୁବନେଶ୍ବର: ରାଜ୍ଯରେ ପୁଣି ୪ ମୁଣ୍ଡ ନେଲା କରୋନା। ଏମାନଙ୍କ ଭିତରୁ ୩ଜଣ ଗଞ୍ଜାମରୁ ଏବଂ ଜଣେ ଭଦ୍ରକରୁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ମୃତ୍ୟୁ ୫୨ରେ ପହଁଚିଛି । Regret to inform the demise of 4 Covid positive patients while under treatment…