Browsing Tag

corruption

ଝାରସୁଗୁଡ଼ା: ବେହେରା ପାଟ ପୋଖରୀର ସୌନ୍ଦର୍ଯ୍ୟକରଣ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ସହର ଉପକଣ୍ଠ ବେହେରା ପାଟ ପୋଖରୀ ସୌନ୍ଦର୍ଯ୍ୟକରଣ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବେହେରାପାଟ କଟା ପୁନରୁଦ୍ଧାର ଓ ଉନ୍ନତିକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨ କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ବରାଦ କରାଯାଇଛି । ଜଳାଶୟରୁ ପଙ୍କ ଉଦ୍ଧାର ସହ ଗାଧୁଆ…