Browsing Tag

costly recharge

ମୋବାଇଲ ବିଲ୍‌ ଉପରେ ମହଙ୍ଗା ମାଡ଼! ଆରମ୍ଭ କରି ଦେଲା Airtel, ୨୦ରୁ ୫୦୧ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ ଦରରେ ବୃଦ୍ଧି

ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର କମ୍ପାନୀ ‘ଭାରତୀ ଏୟାରଟେଲ’ ପ୍ରିପେଡ୍‌ ପ୍ଲାନ୍ସର ଟାରିଫ୍‌ ଦରରେ ବୃଦ୍ଧି ଘୋଷଣା କରିଛି। କମ୍ପାନୀ ଏଥିରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ନୂଆ ଟାରିଫ୍‌ ଦର ୨୬ ନଭେମ୍ବରରୁ ଲାଗୁ ହେବ। ଏବେ ଏୟାରଟେଲ ପରେ ବାକି ଟେଲିକମ୍‌ କମ୍ପାନୀ ମଧ୍ୟ…