ବଢୁଛି କୋଭିଡ ସଂକ୍ରମଣ: ରାଜ୍ୟରେ ୩୮ଟି ପଜିଟିଭ ଚିହ୍ନଟ, ଲକ୍ଷଣ ଥିଲେ ରଥଯାତ୍ରାକୁ ନଆସିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ବଢୁଛି କୋଭିଡ ସଂକ୍ରମଣ । ରାଜ୍ୟରେ ଏଯାଏ ୩୮ଟି କୋଭିଡ କେସ ଚିହ୍ନଟ । ୭୫୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅନ୍ୟ ମାନେ ଘରେ ଆଇସୋଲେସନରେ ଥିବା ଜଣାପଡ଼ିଛି ।…