Browsing Tag

covid duty

ମୃତ ଶିକ୍ଷକ କରିବେ କୋଭିଡ ଡ୍ୟୁଟି !

ଉମରକୋଟ(କେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି । ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମ୍‌ର କାର୍ଯ୍ଯ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ । ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ଯ ପାଇଁ ଚିଠି ଜାରି ହୋଇଛି । ଘଟଣା ଟି ଘଟିଛି…