ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ, ସତର୍କ ରହିବା ପରାମର୍ଶ ଦେଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
(କେନ୍ୟୁଜ): ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ। ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ କେଶ ବଢୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।…