Browsing Tag

covid returned

ପୁଣି ଫେରୁଛି କରୋନା, ଆମେରିକା, ଡେନମାର୍କ, ଇସ୍ରାଏଲରେ ବ୍ୟାପିଲାଣି

ପୁଣି କଡ଼ ଲେଉଟାଉଛି କରୋନା। ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ BA.2.86. । ଅନେକ ମ୍ୟୁଟେସନ ପରେ ଏହା ରୂପ ନେଇଛି। ଏନେଇ ସ୍ପଷ୍ଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ- WHO। ଆମେରିକା, ଡେନମାର୍କ, ଇସ୍ରାଏଲ ଭଳି କେତେକ ଦେଶରେ ଏହା ବ୍ୟାପୀବାରେ ଲାଗିଛି। କୋଭିଡର XBB.1.16ର ମ୍ୟୁଟେସନ…

ଚୀନ୍‌କୁ ପୁଣି ଫେରିଲା କରୋନ: ବଢ଼ୁଛି କଟକଣା; ସ୍କୁଲ, ଥିଏଟର, ଜିମ୍‌ ଓ ମନୋରଞ୍ଜନ ସ୍ଥଳରେ ପଡିଲା ତାଲା

ନୂଆଦିଲ୍ଲୀ : ପୁଣି ଚୀନ୍‌ରୁ ଆସୁଛି ଡର । ଚୀନ୍‌ରେ ବଢ଼ୁଛି କରୋନା କଟକଣା । ବଡ଼ବଡ଼ ସହରମାନଙ୍କରେ କୋଭିଡ୍‌ କଟକଣା ବଢ଼ାଯାଉଛି । ସ୍କୁଲ, ଥିଏଟର, ଜିମ୍‌ ବନ୍ଦ କରାଯାଉଛି । ମନୋରଞ୍ଜନ ସ୍ଥଳରେ ତାଲା ପଡ଼ୁଛି । ଜନଗହଳି ଉପରେ ଲାଗୁଛି କଟକଣା । ଚୀନ୍‌ରେ କୋଭିଡ୍‌ କଟକଣା ବୃଦ୍ଧି ପୁଣି ମନରେ ଦକା…