CRPF ରେ ଵମ୍ପର ପଦବୀ ଖାଲି, ମାସକୁ ଦରମା ୭୫,୦୦୦ଟଙ୍କା
କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ଭେଟନାରୀ ପଦବୀ ଖାଲି ପଡିଛି । ଚାକିରି ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଭର୍ତ୍ତି ୫ମ ଏବଂ ୧୦ମ…