Below header
Browsing Tag

crypto scam

କ୍ରିପ୍ଟୋ ପଞ୍ଜି ସ୍କାମ: ମାଷ୍ଟର ମାଇଣ୍ଡଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW

ଭୁବନେଶ୍ୱର (କେନ୍ୟୁଜ): କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ଆଉ ଜଣେ ବଡ଼ମୁଣ୍ଡ ଗିରଫ । ୟେଶ ୱାର୍ଲଡ କ୍ରିପ୍ଟୋ ଟୋକନ ମୁଖ୍ୟକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW । ଅଭିଯୁକ୍ତ ସନ୍ଦୀପ ଚୌଧୁରୀ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଛି। ସନ୍ଦୀପ ଚୌଧୁରୀ ନାଁରେ EOW ଅନୁରୋଧରେ ବ୍ୟୁରୋ ଅଫ…

କ୍ରିପ୍ଟୋ ଠକେଇ ମାମଲା: ସୋଲାର ଟେକ୍ନୋ ଆଲାଏନ୍ସ ସଂସ୍ଥାର ମୁଖ୍ୟ ଡେଭିଡ୍ ଗେଜ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି

କେନ୍ୟୁଜ୍(ବ୍ୟୁରୋ):   କ୍ରିପ୍ଟୋ ଠକେଇ ମାମଲାରେ ସୋଲାର ଟେକ୍ନୋ ଆଲାଏନ୍ସ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ୍ ଗେଜ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି । ଇଓଡବ୍ଲୁର ସୁପାରିସ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ଜାରି କରିଛି ଲୁକ୍ ଆଉଟ ସର୍କୁଲାର । ଡେଭିଡ ଗେଜ ଦୁଇ ଥର ଓଡ଼ିଶା ଆସିଛି।…