Below header

କ୍ରିପ୍ଟୋ ଠକେଇ ମାମଲା: ସୋଲାର ଟେକ୍ନୋ ଆଲାଏନ୍ସ ସଂସ୍ଥାର ମୁଖ୍ୟ ଡେଭିଡ୍ ଗେଜ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି

ଭୁବନେଶ୍ବର ଓ ଭଦ୍ରକରେ ମିଟିଂ କରିଥିଲେ ଡେଭିଡ୍ । ସେ ଟୁରିଷ୍ଟ ଭିସାରେ ଆସି ବିଜନେସ ପ୍ରମୋସନ୍ କରିଥିଲେ, ଯାହା ବେଆଇନ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅବଗତ କରିଛି ଇଓଡବ୍ଲୁ ।

କେନ୍ୟୁଜ୍(ବ୍ୟୁରୋ):   କ୍ରିପ୍ଟୋ ଠକେଇ ମାମଲାରେ ସୋଲାର ଟେକ୍ନୋ ଆଲାଏନ୍ସ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ୍ ଗେଜ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି । ଇଓଡବ୍ଲୁର ସୁପାରିସ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ଜାରି କରିଛି ଲୁକ୍ ଆଉଟ ସର୍କୁଲାର । ଡେଭିଡ ଗେଜ ଦୁଇ ଥର ଓଡ଼ିଶା ଆସିଛି। ଭୁବନେଶ୍ବର ଓ ଭଦ୍ରକରେ ମିଟିଂ କରିଥିଲେ ଡେଭିଡ୍ । ସେ ଟୁରିଷ୍ଟ ଭିସାରେ ଆସି ବିଜନେସ ପ୍ରମୋସନ୍ କରିଥିଲେ, ଯାହା ବେଆଇନ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅବଗତ କରିଛି ଇଓଡବ୍ଲୁ । ଆଉ ଜଣେ ନେଦରଲ୍ୟାଣ୍ଡ ନାଗରିକକୁ ଠାବ ତଦନ୍ତ କରୁଛି EOW ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.