Below header
Browsing Tag

culprit arrested

ଭୁବନେଶ୍ୱର ହଂସପାଳ ନିକଟରେ ଭାଇକୁ ଭାଇ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ୍) : ହଂସପାଳ ନିକଟରେ ଭାଇକୁ ଭାଇ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଭାଇ ମାମୁନ୍ ରାଉତରାୟକୁ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ମାମୁନକୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭାଇକୁ ଅତି ନିର୍ମମ ଭାବେ…

ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ , ୫ ଡକାୟତ ଗିରଫ ହେବା ସହିତ ପିସ୍ତଲ , ବୋମା ଏବଂ ମାରାଣାସ୍ତ୍ର ଜବତ

ବ୍ରହ୍ମପୁର(କେନ୍ୟୁଜ୍) : ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ଲାଗି ବ୍ରହ୍ମପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଜାରୀ ରହିଛି । ଏହି କ୍ରମରେ ଗତ କାଲି ବିଳମ୍ୱିତ ରାତିରେ ପୋଲିସ ପେଟ୍ରୋଲିଂ କରିବା ବେଳେ ପୋଲିସ ହାତରେ ପଡିଛନ୍ତି ୫ ଜଣ ଡକାୟତ ଗ୍ୟାଙ୍ଗର ସଦସ୍ୟ…

ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୨ ଅଭିଯୁକ୍ତ

ମାଲକାନଗିରି : ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବନ୍ଧା ହେଲା ୨ ଅଭିଯୁକ୍ତ । ଅଭିଯୋଗର ୨ ଘଣ୍ଟା ଭିତରେ କାର୍ୟ୍ୟାନୁଷ୍ଠାନ ନେଇଛି ପୋଲିସ । କାଳିମେଳା ଥାନା ଏରବାନପାଲି ଗାଁରେ ଏହି ଘଟଣା ଘଟିଛି । ଗିରଫ ଅଭିଯୁକ୍ତମାନେ ହେଲେ କଡେଲମେଟଲା ଗାଁର ସମା ମାଡକାମୀ ଓ ବୁଦ୍ରା…