ମାଣ୍ଡିଆ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା, ଜିଲ୍ଲାପାଳ କରୁଛନ୍ତି ଉତ୍ସାହିତ
ଜଗତସିଂହପୁର: ସଫଳ ହୋଇଛି ରାଜ୍ୟ ସରକାରଙ୍କ ଶ୍ରୀଅର୍ଣ୍ଣ ଯୋଜନା । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଇଶି ମୌଜା ମଙ୍ଗୁଲି ପଞ୍ଚାୟତସ୍ଥିତ ବିଲୁଆ ଖାଇ ନଦୀ ପଠାରେ ୭୧ ହେକ୍ଟର ଚାଷଜମିରେ ୨୪ ପ୍ରକାରର ପୁଷ୍ଟିକର ମାଣ୍ଡିଆ କରିଛନ୍ତି ୧୧୭ ଜଣ ଚାଷୀ । ଆଉ ଏହି ଚାଷରେ ସାମିଲ ହୋଇଛନ୍ତି…