ମହାନଦୀ ବାଲିରୁ ପୂରାତନ ତାଳପତ୍ର ପୋଥି ଉଦ୍ଧାର
ବାଙ୍କୀ : ସେତେବେଳେ ଲୋକେ ତାଳପତ୍ର ପୋଥିକୁ ଠାକୁରଙ୍କ ଭଳି ପୂଜା କରନ୍ତି । କାରଣ ମନ୍ଦିରରେ ପୋଥିରୁ ଗାନ କରାଯାଏ । ଏହି ତାଳପତ୍ରରେ ପୋଥି, ଜାତକ, ପାଣ୍ଡୁଲିପି, ପଟ୍ଟଚିତ୍ରର ଅଙ୍କନ କରାଯାଇଥିଏ । ସେତେବେଳେ ପାଠ୍ୟ ପୁସ୍ତକ ସେତେଟାନଥିଲା । ପୋଥି ଉପରେ ସମସ୍ତେ ନିର୍ଭର କରି ପାଠ…