Below header
Browsing Tag

cuttack medical

ରୋଗୀଙ୍କ ଆଶା ଭରସା ଗୋପାଳ, ମେଡିକାଲରେ ଏଇ ବ୍ୟକ୍ତିଙ୍କୁ ଖୋଜି ହୁଅନ୍ତି ସମସ୍ତେ

ମେଡିକାଲରେ ଭଲ ଚିକିତ୍ସା ପାଇବା ଏବଂ କର୍ମଚାରୀଙ୍କ ସହଯୋଗ ପାଇବା କଷ୍ଟକର ବିଷୟ । ଆଉ ଯଦି ଜଣେ ଚିହ୍ନାଜଣା ମିଳିଯାଏ ତେବେ ଏସବୁ କାମ ସହଜ ହୋଇଯାଏ । ଯିଏ କଟକ ବଡ଼ ମେଡିକାଲ ଯାଇଥିବେ ସେ ଅନୁଭବ କରିଥିବେ ସେଠାରେ କିଭଳି ପରିସ୍ଥିତି ଥାଏ । ଏଣୁ ଏଭଳି ସ୍ଥାନରେ ଆଜିର ଦିନରେ ଆପଣଙ୍କ ପାଖରେ…

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଅନଲାଇନରେ ହେବ କଟକ ଏସସିବି ମେଡିକାଲର ଓପିଡି ଟିକେଟ ବୁକିଂ

କଟକ(କେନ୍ୟୁଜ୍): ଅନଲାଇନରେ ଏସସିବି ଆଇଟଡୋର ଟିକେଟ ବ୍ୟବସ୍ଥା।କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୁବ୍‌ଶୀଘ୍ର  ବର୍ହିବିଭାଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଧାଡିରେ ଛିଡା ନ ହୋଇ ଟିକେଟ କରି ପାରିବେ ରୋଗୀ। ମେ ୯ ତାରିଖରୁ…