Browsing Tag

cuttack station

ପୁଣି ଦେବଦୂତ ସାଜିଲେ ଆଉ ଜଣେ ଆରପିଏଫ କର୍ମଚାରୀ, ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲେ

କଟକ(କେନ୍ୟୁଜ୍): ଭଗବାନ ଭଳି ଆସି ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲେ ଆରପିଏଫ କର୍ମଚାରୀ । ପୁରୀ ପାଟନା ଏକ୍ସପ୍ରେସରେ ଚଢିବାକୁ ଯାଉଥିବା ବେଳେ ଜଣେ ଯାତ୍ରୀ ଖସି ପଡିଥିଲେ । ଏବି-୧ କୋଚରେ ଚଢିବା ପାଇଁ ଉଦ୍ୟମ କରୁଥିଲେ ଯାତ୍ରୀ ଅରୁପ କୁଣ୍ଡୁ । ପଡିଯାଇ ଟ୍ରେନ ଟ୍ରାକକୁ ଯିବା ପୂର୍ବରୁ ଭିଡି…