Below header
Browsing Tag

cwc meeting

ଆଜିଠୁ ସିଡବ୍ଲୁସିର ଦୁଇ ଦିନିଆ ବୈଠକ:୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ସିଡବ୍ଲୁସିର ଦୁଇ ଦିନିଆ ବୈଠକ । ହାଇଦ୍ରାବାଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଆଗାମୀ ବର୍ଷ ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି…

୫ ରାଜ୍ୟ ପରାଜୟ ପରେ କଂଗ୍ରେସର ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ କର୍ମୀଙ୍କ ହେବ ମାନସମନ୍ଥନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ପରାଜୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ବସୁଛି ସିଡବ୍ଲୁସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ୫ ରାଜ୍ୟରେ ଶୋଚନୀୟ ପରାଜୟର ୩ ଦିନ ପରେ କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ । ଅପରାହ୍‌ଣ ୪ଟାରେ ବୈଠକ ହେବ । ଆସନ୍ତା ସେପଟେମ୍ବରରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ହେବାର…

ଆଜି ବସିବ CWC ବୈଠକ, କାହା ହାତରେ କଂଗ୍ରେସ ଦାୟିତ୍ୱ ?

ଆଜି ବସିବ ସିଡବ୍ଲୁସି ବୈଠକ । ୨୩ ଜଣ ବରିଷ୍ଠ ନେତାଙ୍କ ଚିଠି ଉପରେ କଂଗ୍ରେସରେ ହେବ ମାନସ ମନ୍ଥନ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ସିଡବ୍ଲୁସି ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ । ଯୁବପିଢିଙ୍କୁ ଅଧିକ…