ମୋବାଇଲ୍କୁ ଆସିଲା ଲିଙ୍କ, କ୍ଲିକ କଲା ପରେ ଆକାଉଣ୍ଟରୁ ଚାଲିଗଲା ଲକ୍ଷେ ୭୦ ହଜାର
ଆନନ୍ଦପୁର : ଦିନକୁ ଦିନ ସାଇବର କ୍ରାଇମ୍ ବଢିବାରେ ଲାଗିଥିବା ବେଳେ ହ୍ଯାକରମାନେ ବିଭିନ୍ନ ଫନ୍ଦି ଫିକର କରି ଲୋକଙ୍କୁ ଜାଲରେ ଫସାଇ ଦେଉଛନ୍ତି । ଆଉ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହିଭଳି ସାଇବର ଲୁଟେରାଙ୍କ ଜାଲରେ ପଡି ଲକ୍ଷାଧିକ ଟଙ୍କା ହରାଇଛନ୍ତି ଜଣେ…