Below header
Browsing Tag

cyber helpline

ସାବାଡ୍‌ ହେବେ ସାଇବର ଠକ, ୧୯୩୦ ହେଲ୍ପଲାଇନ ନମ୍ବର ଜାରି କଲେ ଡିଜିପି

ଭୁବନେଶ୍ୱର (କେନ୍ୟୁଜ): ମାତିଛନ୍ତି ସାଇବର ଲୁଟେରା । ଏହି ଅଦୃଶ୍ୟ ଲୁଟେରାଙ୍କ ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସଇବାର ଅପରାଧର ଶୀକାର ହୋଇ ଲୋକେ ଅଭିଯୋଗ କରିବାକୁ ଗଲେ ସହଯୋଗ ମିଳୁନି । ଏହାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ସାଇବର ହେଲ୍ପଲାଇନ କଲସେଣ୍ଟର ଉଦଘାଟିତ ହୋଇଛି ।…