Below header
Browsing Tag

cyber police stations

୧୪ ସାଇବର ଥାନାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ: ଥାନାରେ ୧୫୪ ପୋଲିସ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ

କେନ୍ୟୁଜ୍(ବ୍ୟୁରୋ):ଆଜି ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଅନ୍ୟ ୩ଟି ଉନ୍ନତି ଥାନାର ଶୁଭାରମ୍ଭ କରିବେ। ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ। ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ…

ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ସାଇବର ଥାନା, ସରକାରଙ୍କୁ ପ୍ରସ୍ତାବ ଦେଇଛି ଓଡ଼ିଶା ପୋଲିସ

କେନ୍ୟୁଜ୍: ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ସାଇବର ଥାନା । ଭୁବନେଶ୍ୱର, କୋରାପୁଟ ଓ ବାଲେଶ୍ୱରରେ ସାଇବର ଥାନା ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ଓଡ଼ିଶା ପୋଲିସ । ପୂର୍ବରୁ କଟକ ସମେତ ରାଜ୍ୟରେ ୪ଟି ସାଇବର ଥାନା ରହିଛି । ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବାରୁ ନୂଆ ଥାନାର…