Browsing Tag

cyclone maha terminated to very severe cyclone

ଭୟଙ୍କର ରୂପ ନେଉଛି ଆରବ ସାଗରରେ ସୃଷ୍ଟି ବାତ୍ୟା ‘ମହା’, ଗୁଜରାଟ ଓ ଉତ୍ତର ମହାରାଷ୍ଟ୍ରର ଉପକୂଳରେ ରଚିପାରେ ତାଣ୍ଡବ

ଭୟଙ୍କର ରୂପ ନେଉଛି ଆରବ ସାଗରରେ ସୃଷ୍ଟି ବାତ୍ୟା ‘ମହା’ । ସମୁଦ୍ର ପଥରେ ଆଗକୁ ବଢୁଛି । ଗୁଜରାଟ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ମହା’ । ଆଜି ବାତ୍ୟା ‘ମହା’ ନେଇପାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟ୍ରର୍ମର ରୂପ ନେଇପାରେ । ଗତ ୬ ଘଣ୍ଟା ହେବ ୧୧ କିଲୋମିଟର ବେଗରେ ଗତି କରୁଛି…