ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା: ୱିଣ୍ଡି
ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା। ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡ ଓ୍ଵିଣ୍ଡିର ଦୁଇଟି ମଡେଲ ଏହି ସୂଚନା ଦେଇଛି । ୟୁରୋପିଆନ୍ ମଡେଲ୍ ECMWFର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ ବାତ୍ୟା।
କିନ୍ତୁ ଏହା ଓଡ଼ିଶା ଉପକୂଳ ଦେଇ…