Browsing Tag

dahi lasooni chicken tikka

ଆଜି ଘରେ ବନାନ୍ତୁ ଚିକେନ୍‌ର ଏକ ନୂଆ ଆଇଟମ୍‌ ଚଟ୍‌ପଟା ଦହି ରସୁଣ ଚିକେନ୍‌ ଟିକ୍କା

ଚିକେନ୍‌ର ଅନେକ ଆଇଟମ୍‌ ତ ଆପଣ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଚିକେନ୍‌ର ଏକ ଭିନ୍ନ ଆଇଟମ୍‌ ଶିଖାଇବୁ, ଯାହା ଏକ ନିଆରା ସ୍ୱାଦ ଦେବ। ଏହି ଆଇଟମ୍‌ର ନାଁ ହେଉଛି ଦହି ରସୁଣ ଚିକେନ୍‌ ଟିକ୍କା। ଆବଶ୍ୟକୀୟ ଉପକରଣ: ଚିକେନ୍‌, ଚିଜ୍‌, ରସୁଣ, ଅଦା, କଟା ଧନିଆ, କିଛି କଞ୍ଚା ଲଙ୍କା…