Browsing Tag

dairy farmer kali prasanna

ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲାର ସଫଳ ଦୁଗ୍ଧ ଚାଷୀ କାଳୀ ପ୍ରସନ୍ନ, କରୋନା କଟକଣା ଆଣିଦେଇଛି ତାଙ୍କ ପାଇଁ ଦୁଃଖ

କନ୍ଧମାଳ: ଆମ ସମାଜରେ ଗୋମାତାଙ୍କ ସ୍ଥାନ ଅତି ସ୍ବତନ୍ତ୍ର । ବିଶ୍ବାସ ରହିଛି କି ଗୋମାତାଙ୍କ ଶରୀରରେ ୩୬ କୋଟି ଦେବାଦେବୀ ବାସ କରନ୍ତି । ଗୋମାତା ବା ଗାଈ କ୍ଷୀର ମଧ୍ଯ ଖୁବ୍ ପବିତ୍ର । ପ୍ରତ୍ଯକ ପୂଜାପର୍ବରେ ପଞ୍ଚା ଅମ୍ରୁତରେ ଗାଈ କ୍ଷୀର ନିହାତୀ ଦରକାର ପଡିଥାଏ । ଖାଲି ପୂଜା ପାଠ…